Bhubaneswar 10-Sep-2025
KITT UNIVERSITY
ଡ୍ରାଇଭର ଆବଶ୍ୟକ
କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍ରେ ବିଦ୍ୟୁତ୍ ଚାଳିତ ଯାତ୍ରୀବାହୀ ଯାନ (Electric Cart) ଚଳାଇବା ପାଇଁ ଦକ୍ଷ ଓ ଅନୁଭୂତିସମ୍ପନ୍ନ ମହିଳା ଡ୍ରାଇଭର ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀଙ୍କ ସର୍ବାଧୂକ ବୟସ ସୀମା ୩୫ ବର୍ଷ ରଖାଯାଇଛି । ପ୍ରାର୍ଥୀ ମ୍ୟାଟ୍ରିକ୍ ବା ତଦୂର୍ଦ୍ଧ୍ବ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବେ।
ଅବେଦନର ଶେଷ ତାରିଖ ୧୫/୦୯।୨୦୨୫। ଆବେଦନ କରିବା ସମୟରେ ପ୍ରାର୍ଥୀ ନିଜର ସ୍ଥାୟୀ ଠିକଣା ସହ ଟେଲିଫୋନ୍ ନମ୍ବର ଦେବା ନିହାତି ଆବଶ୍ୟକ।
ସ୍ବା/-କୁଳସଚିବ (କିଟ୍ ବିଶ୍ୱବିଦ୍ୟାଳୟ)
ଆବେଦନ କରିବାର ଠିକଣା: ଏଚ୍ ଆର୍ ସେଲ, ଚିନ୍ତନ ବିଲ୍ଡିଂ, କ୍ୟାମ୍ପସ୍-୪
କିଟ୍ ବିଶ୍ୱବିଦ୍ୟାଳୟ, ପୋ: କିଟ୍, ଭୁବନେଶ୍ଵର-୭୫୧୦୨୪