Bhubaneswar 17-Sep-2025
ଆବଶ୍ୟକ - ଡ୍ରାଇଭର / ପୋକଲେନ ଅପରେଟର
ଭୁବଜେଶ୍ଵର ମହାନଗର ନିଗମ ଦ୍ୱାରା ଦାରୁଠେଙ୍ଗ ଠାରେ ବର୍ଯ୍ୟବସ୍ତୁ ପରିଚାଳନା ନିମନ୍ତେ ଜାଗୃତି ଅନୁଷ୍ଠାନ ଡ୍ରାଇଭର/ ପୋକଲେଜ ଅପରେଟର ଆବଶ୍ୟକ କରୁଅଛି ।
ଅଭିଜ୍ଞତା: ବୈଧ ଭାରୀ ଯାନ (HMV) ଡ୍ରାଇଭର ଏବଂ ପୋକ୍ଲେନ୍ ଅପରେଟର (ଚେନ୍ ମାଉଣ୍ଟେଡ୍) ଉପରୋକ୍ତ ପଦବୀ ପାଇଁ ଶିକ୍ଷା | ବୈଷୟିକ ଯୋଗ୍ୟତା: (କ) ବୈଧ ଭାରୀ ଯାନ ଲାଇସେକ୍ସ
(ଖ) HSC Certificate ବୟସ ସୀମା : ୩୫ ବର୍ଷ, ମାସିକ ବେତନ : Rs. ୨୦,୦୦୦/- ରୁ ୨୨,୦୦୦/-ଚ୍ୟୁଟି ସମୟ: ସକାଳ ୮ ରୁ ସନ୍ଧ୍ୟା ୬ କିମ୍ବା ସନ୍ଧ୍ୟା ୭ ରୁ ସକାଳ ୬ ଟା ପର୍ଯ୍ୟନ୍ତ ।
ଏହି ବିଜ୍ଞାପନ ପ୍ରକାଶନ ତାରିଖରୁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ ।
ଆଗ୍ରହୀ ଆବେଦନକାରୀମାନେ ସମ୍ପୂର୍ଣ୍ଣ ବାୟୋଡାଟା ସହିତ ନିମ୍ନଲିଖିତ ନମ୍ବର ରେ ଅଧିକ ବିବରଣୀ ପାଇଁ