କ୍ରିକେଟ କୋଚ ଆବଶ୍ୟକ ତାଳଚେର


Talcher 11-Apr-2025

WALK-IN-INTERVIEW

 

ଡ଼ ସୁନୀତି ମିଶ୍ର ମେମୋରିଆଲ ଟ୍ରଷ୍ଟ, ତାଳଚେର ଦି ଫାଉଣ୍ଡେସନ କ୍ରିକେଟ ଏକାଡେମୀ, ତାଳଚେର.

 

ଦି ଫାଉଣ୍ଡେସନ ଏକାଡେମୀ, ତାଳଚେର ଏକ କ୍ରିକେଟ କୋଚ ଆବଶ୍ୟକ କରୁଛନ୍ତି ।

ଅତି କମ୍‌ରେ ଜିଲ୍ଲା ସ୍ତରରେ କ୍ରିକେଟ ଖେଳିଥିବା ଏବଂ ଶାରିରୀକ ସ୍ତ୍ରୀଲରେ ସୁସ୍ଥ ଥିବା ପ୍ରାର୍ଥୀମାନେ ସାକ୍ଷାତକାର ନିମିତ୍ତ ନିଜର ସମସ୍ତ ପ୍ରମାଣପତ୍ର ଏବଂ ତା'ର ଏକ ସେଟ୍ ଫଟୋ କପି ସହିତ.

ତା. ୨୦/୪/୨୦୨୫ ରିଖ ଦିନ ୧୦ଟା ସମୟରେ ଦି ଫାଉଣ୍ଡେସନ ପବ୍ଲିକ ସ୍କୁଲ, ଦି ଫାଉଣ୍ଡେସନ ପଏଣ୍ଟ, ସିଂହ ସାହି, ତାଳଚେର ଟାଉନରେ ପହଞ୍ଚିବାକୁ ଅନୁରୋଧ ।

 

କୀର୍ତିମୟୀ ମିଶ୍ର ମ୍ୟାନେଜିଂ ଟ୍ରଷ୍ଟି.

companylogo

THE FOUNDATION CRICKET ACADEMY

More Info