Bhubaneswar 06-May-2025
बैंक ऑफ बड़ौदा Bank of Baroda
ବ୍ୟାଙ୍କ ଅଫ ବରୋଦାରେ ସବ୍ଷ୍ଟାଫ କ୍ୟାଡରରେ ନିୟମିତ ଆଧାରରେ ଅଫିସ ଆସିଷ୍ଟାଣ୍ଟ (ପିଅନ) ନିଯୁକ୍ତି ପାଇଁ ବିଜ୍ଞପ୍ତି
ବ୍ୟାଙ୍କ ଅଫ ବରୋଦା, ଭାରତର ସର୍ବବୃହତ ବ୍ୟାଙ୍କମାନଙ୍କ ମଧ୍ୟରେ ଅନ୍ୟତମ ବ୍ୟାଙ୍କ, ସାରା ଭାରତରେ ଏହାର ବିଭିନ୍ନ ଶାଖା / କାର୍ଯ୍ୟାଳୟଗୁଡିକରେ ସବ୍ଷ୍ଟାଫ କ୍ୟାଡରରେ ନିୟମିତ ଆଧାରରେ ଅଫିସ ଆସିଷ୍ଟାଣ୍ଟ (ପିଅନ) ନିଯୁକ୍ତି କରୁଛି ।
ପୋଜିସନ ବା ପଦବୀ - ଅଫିସ ଆସିଷ୍ଟାଣ୍ଟ (ପିଅନ) (nos - 500)
ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଉପରେ ଉଲ୍ଲେଖୁତ ଖାଲି ପଦବୀ ସଂଖ୍ୟା ପ୍ରବିଧାନମୂଳକ ଅଟେ ଏବଂ ବ୍ୟାଙ୍କର ପ୍ରକୃତ ଆବଶ୍ୟକତା ଅନୁସାରେ ଭିନ୍ନ ହୋଇପାରେ I
ବ୍ୟାଙ୍କର ୱେବସାଇଟରେ ଯୋଗ୍ୟତା ମାନଦଣ୍ଡ (ବୟସ, ଯୋଗ୍ୟତା ଏବଂ ଅଭିଜ୍ଞତା), ଆବଶ୍ୟକ ଫି, ରାଜ୍ୟ ହିସାବରେ ଖାଲି ପଦବୀ ଏବଂ ଅନ୍ୟାନ୍ୟ ବିବରଣୀଗୁଡିକ ଉପଲବ୍ଧ ଅଛି। ଆଗ୍ରହୀ ଆବେଦନକାରୀମାନଙ୍କୁ www.bankofbaroda.in Career Page Current Opportunities.
ଆବେଦନ କଲା ପୂର୍ବରୁ ଓ ଫି ପୈଠ କଲାପୂର୍ବରୁ ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ସମ୍ପୂର୍ଣ୍ଣ ବିଜ୍ଞାପନକୁ ପଢ଼ନ୍ତୁ, ସେମାନଙ୍କ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀକୁ ନିଶ୍ଚିତ କରନ୍ତୁ।
ଯେକୌଣସି ଆଡେଣ୍ଡମ ବା ସଂଯୋଗ / ସଂଶୋଧନ / ପରିବର୍ତ୍ତନ ବିଷୟରେ କେବଳ ବ୍ୟାଙ୍କ ର ୱେବସାଇଟରେ ଜଣେଇ ଦିଆଯିବ
ଅନଳାଇନ ଆବେଦନ କରିବା ତାରିଖ ଏବଂ ଫି ପେମେଣ୍ଟ ତାରିଖ: 03-05-2025 / 23-05-2025 (23:59 )
ଅପ୍ରତ୍ୟାଶିତ ଭିଡିଓ କିମ୍ବା ଇଏସ୍ କଳ୍ ମାଧ୍ୟମରେ ଜରୁରୀ ଅନୁରୋଧକ୍ରମେ ଅର୍ଥ ହସ୍ତାନ୍ତର କରନ୍ତୁ ନାହିଁ I ଅନୁରୋଧର ସତ୍ୟତା ଯାଞ୍ଚ କରନ୍ତୁ.