DRIVER JOB IN SCHOOL


Bhubaneswar 02-Jun-2025

Guidance English Medium School

                           Dumduma, Bhubaneswar

 

ଡ୍ରାଇଭର ଆବଶ୍ୟକ

 

ବିଦ୍ୟାଳୟର ବସ୍ ଏବଂ କିଂଙ୍ଗର ଚଲାଇବା ପାଇଁ ଆବାଶ୍ୟକ ।

 

ଯୋଗ୍ୟତା : ଦଶମ ପାସ୍‌ କିମ୍ବା ଫେଲ୍, ଡ୍ରାଇଭିଂ ଲାଇସେନ୍ସ ଏବଂବସ୍ ଚଳାଇବା ପାଇଁ ବ୍ୟାଚ୍ ।

 

ଅଭିଜ୍ଞତା: ବିଦ୍ୟାଳୟର ବସ୍ ଚଲାଇବାର ଅତି କମ୍‌ରେ ୩ରୁ ୫ବର୍ଷ ଅନୁଭବ ଥୁବା ଆବଶ୍ୟକ ।

 

ସାକ୍ଷାତକାର ସମୟ: ସକାଳ ୯.୦୦ରୁ ୧୧.୦୦ଟା ମଧ୍ୟରେ ତାରିଖ ୦୩.୦୬.୨୦୨୫ ରୁ୦୬.୦୬.୨୦୨୫

 

ଅଧ୍ଯକ୍ଷା

 

APHB Colony, Opp: ZP Srikakulam, AP, Ph. 83740 41982, 73827-13466,95152 59493

companylogo

Guidance English Medium School

More Info