Bhubaneswar 05-Jun-2025
ଜଲାନ୍ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍
(ଇନଫ୍ରାଷ୍ଟ୍ରକ୍ଟର୍: ରୋଡ଼ ଓ ହାଇୱେ)
ସାକ୍ଷାତକାର ପରୀକ୍ଷା: ବୃହତ ସଂଖ୍ୟାରେ ନିଯୁକ୍ତି
ଇମର୍ଜି ଇନଫ୍ରାଷ୍ଟ୍ରକ୍ଟର୍ ଆଓ୍ବାର୍କ, ୨୦୨୫ ତଥା ଇଷ୍ଟର୍ଣ୍ଣ ଇଣ୍ଡିଆ ବେଷ୍ଟ ଏମ୍ପ୍ଲାୟର ବ୍ରାଣ୍ଡ, ୨୦୨୪ର ବିଜେତା, ଏନଏଚଏଆଇ, ଏମଓଆର୍ଟିଏଚ୍, ପିତବୃତି ଆଦିଙ୍କ ସହିତ ସଫଳତା ସହ କାର୍ଯ୍ୟକରିଥିବା ତଥା ରୋଡ଼ ଓ ହାଇୱେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଖ୍ୟାତ କଲାନ୍ ଇନଫ୍ରାଷ୍ଟ୍ରକ୍ଟର ଏଲଏଲ୍ପି, ନିଜର କଟକ, କନ୍ଧମାଳ, ସମ୍ବଲପୁର ତଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ବିଭିନ୍ନ ଶୂନ୍ୟପଦ ପୂରଣ କରିବାର ଅଛି |
POSITION - Electrician
ସ୍ଥାନ: ପ୍ଲଟ୍ ନଂ- 01/1189, ଧଉଳି ଛକ, ସରଦେଇପୁର, ଜିଲ୍ଲା- ଖୋର୍ଦ୍ଧା
(ଗାୟତ୍ରୀ ସ୍ମାର୍ଟ ସ୍କୁଲ ନିକଟ), ଭୁବନେଶ୍ଵର, ଓଡ଼ିଶା- ୭୫୧୦୦୨
ତାରିଖ: ୯ ଜୁନ୍, ପୂର୍ବାହ୍ନ ୧୧.୦୦ ଘଟିକା ଠାରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ.
Website: www.jalangroupofindustries.com
ସଡ଼କ ନିର୍ମାଣରେ ସର୍ବନିମ୍ନ ୩ବର୍ଷର ଅଭିଜ୍ଞତା ଆବଶ୍ୟକ