ଆଚାର୍ଯ୍ୟ /ଆଚାର୍ଯ୍ୟା (ଶିକ୍ଷକ/ଶିକ୍ଷୟିତ୍ରୀ) ଆବଶ୍ୟକ


Berhampur 28-Aug-2025

ସରସତୀ ଶିଶୁ ବିଦ୍ୟା ମନ୍ଦିର

ନୀଳକଣ୍ଠ ନଗର, ବ୍ରହ୍ମପୁର – 9

 

ଆଚାର୍ଯ୍ୟ /ଆଚାର୍ଯ୍ୟା (ଶିକ୍ଷକ/ଶିକ୍ଷୟିତ୍ରୀ) ଆବଶ୍ୟକ

(ବିଷୟ : ମାତୃଭାଷା, ଗଣିତ, ଇଂରାଜୀ, ବିଜ୍ଞାନ, ଇତିହାସ, ଭୂଗୋଳ, ହିନ୍ଦୀ, ସଂସ୍କୃତ, କମ୍ପ୍ୟୁଟର, ସଙ୍ଗୀତ, P.E.T, ଚିତ୍ରାଙ୍କନ, ଯୋଗ)

 

B.Ed. or  D.El.Ed (C.T.) ।10th or +9 1st Division ହୋଇଥିବା ଆବଶ୍ୟକ ।

ଇଂରାଜୀ ଶିକ୍ଷକ ପାଇଁ B.A. (Eng. Hons) କିମ୍ବା M.A. (Eng.) ବା ପ୍ରାର୍ଥୀ ମଧ୍ୟ ସାକ୍ଷାତକାରକୁ ଆସିପାରିବେ ।

 

ଇଚ୍ଛୁକ ପ୍ରାର୍ଥୀ Bio-Data (Resume) ସହିତ ସମସ୍ତ ପ୍ରମାଣପ‌ତ୍ର ଓ ମାର୍କସିଟ୍‌ର ନକଲ ତା. ୩୧.୦୮.୨୦୨୫ରିଖ (ରବିବାର‌) ସୁଦ୍ଧା ଉପର ଲିଖୁତ E.mail. ପ୍ରେରଣ କରିବେ ।

 

ଆବଶ୍ୟକ ସ୍ଥଳେ ତା. ୩୧.୦୮.୨୦୨୫ ରିଖ ରବିବାର ଦିନ ୧୦ଟା ରୁ ୧ଟା ମଧ୍ୟରେ ବିଦ୍ୟାଳୟକୁ ଆସି ପ୍ରତ୍ୟକ୍ଷ Re Bio-Data ଓ ପ୍ରମାଣପତ୍ର ଦାଖଲ କରିପାରିବେ ।

 

ପା/- ସମ୍ପାଦକ

companylogo

ସରସତୀ ଶିଶୁ ବିଦ୍ୟା ମନ୍ଦିର

More Info